ଆଜିଠୁ ଏମ୍‌ସ ଓପିଡି ବନ୍ଦ: ବଢ଼ିଲା ଅଣକୋଭିଡଙ୍କ ଦୁର୍ଦ୍ଦଶା

କୋଭିଡ୍‌ ଶଯ୍ୟା ୧୭୦କୁ ବୃଦ୍ଧି, ଅକ୍ସିଜେନ ନଷ୍ଟ ନକରିବାକୁ ଚିଠି ଭୁବନେଶ୍ବର: ସୋମବାରଠାରୁ ବନ୍ଦ ହେବ ଏମ୍‌ସ ଓପିଡି। ଏଥିସହିତ ବଢ଼ିବ ଅଣକୋଭିଡ୍‌ଙ୍କ ଦୁର୍ଦ୍ଦଶା। କୋଭିଡ୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ ଶଯ୍ୟା ସଂଖ୍ୟା ୧୭୦କୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରେ ୨୦ଶଯ୍ୟାର ଆଇସିୟୁ ସମାନ ସଂଖ୍ୟକ ଭେଣ୍ଟିଲେଟର୍‌ ରହିଛି। ଅନ୍ୟ ଦିଗରେ ଦ୍ବିତୀୟ ଲହରରେ କୋଭିଡ୍‌ ଯୋଗୁଁ ଡାକ୍ତରଖାନାର ସମୁଦାୟ ୫୦ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇ ସାରିଥିବା ଜଣାପଡ଼ିଛି। କର୍କଟ, … Continue reading ଆଜିଠୁ ଏମ୍‌ସ ଓପିଡି ବନ୍ଦ: ବଢ଼ିଲା ଅଣକୋଭିଡଙ୍କ ଦୁର୍ଦ୍ଦଶା